ବିଧାନସଭା ସମ୍ପତ୍ତି ଚୋରି : ନିରବ ବିଭାଗୀୟ ଅଧିକାରୀ

ଅବାଟରେ ସରକାରୀ ଅର୍ଥ, ଜଙ୍ଗଲ ପାଲଟିଛି ଅତିଥିଗୃହ ପୁରୀ : ଆଉ କାହାର ସମ୍ପତ୍ତି ନୁହେଁ, ଖୋଦ୍‌ ବିଧାନସଭାର ସମ୍ପତ୍ତି। ଆକଳନ କଲେ ମୂଲ୍ୟ କୋଟି କୋଟି ଟଙ୍କା ହେବ। ସବୁକିଛି ଲୁଟି ନେଇଛନ୍ତି ଦୁର୍ବୃତ୍ତ। କାଠ ପଟାଟିଏ ବି ଛାଡ଼ିନାହାନ୍ତି। ଏଭଳି ଦୟନୀୟ ସ୍ଥିତିରେ ପଡ଼ିଛିି ପୁରୀ ତାଳବଣିଆରେ ଥିବା ବିଧାନସଭା ଅତିଥି ଭବନ । ୯ ବର୍ଷ ତଳେ ତିଆରି ହୋଇଥିବା ଏହି ଅତିଥି ଭବନ ଜଗାରଖା … Continue reading ବିଧାନସଭା ସମ୍ପତ୍ତି ଚୋରି : ନିରବ ବିଭାଗୀୟ ଅଧିକାରୀ